କଳାର ମନ୍ଦିରରେ କଳଙ୍କି

ବିକେ ଆର୍ଟ କଲେଜ: ସବୁ ଥାଇ କାମରେ ଲାଗୁନି ଭୁବନେଶ୍ୱର: ଟ୍ରାନ୍ସଫର୍ମର ଲାଗିଛି, କରେଣ୍ଟ୍‌ ନାହିଁ। ପାଣି ପାଇପ୍‌ ସଂଯୋଗ ହୋଇଛି, ପାଣି ଆସୁନି। ଛାତ ଗ୍ରିଡିଂ ହୋଇଛି, କିନ୍ତୁ ଛାତରୁ ପାଣିର ଧାର ଛୁଟୁଛି। ଚିତ୍ରକଳାର ଏକମାତ୍ର କଲେଜ୍‌ ବୋଲି କୁହାଯାଉଛି। ଏଣେ କଲେଜର ସ୍ୱାସ୍ଥ୍ୟ ଯେ ବିଗିଡ଼ିଗଲାଣି, ସେଥିପ୍ରତି କାହାର ନଜର ନାହିଁ। ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ (ବିକେ ଆର୍ଟ … Continue reading କଳାର ମନ୍ଦିରରେ କଳଙ୍କି